କରୋନା ପୀଡାକୁ ବିଡିଏ ପାହାର : ନନ୍ଦନକାନନ ସମୁଖରୁ ଶହେ ଦୋକାନ ଉଚ୍ଛେଦ

ବାରଙ୍ଗ : ମହାମାରୀ କରୋନା ମାଡ଼ରେ ସେମାନଙ୍କର ବିପୁଳ କ୍ଷତି ହୋଇଥିଲା। ଦୀର୍ଘ ୭ ମାସ ହାତବାନ୍ଧି ଘରେ ବସି ରହିବା ପରେ ସେମାନଙ୍କ ପାଇଁ ସୁଯୋଗ ଆସିଥିଲା। ତେଣୁ ଧାରକରଜ କରି ପୁଣି ବେପାର ଆରମ୍ଭ କଲେ। ମାତ୍ର ମାସଟିଏ ଯାଇଛି କି ନାହିଁ, ଦାଉ ସାଧିଲା ବିଡିଏ। ଦୋକାନ ଉଚ୍ଛେଦ କଲା। କରୋନା ସିନା ଅଣ୍ଟା ଭାଙ୍ଗି ଦେଇଥିଲା, ବିଡିଏ ପୂରା ଉପାଡ଼ି ଦେଲା। ରୋଜଗାର ବାଟ … Continue reading କରୋନା ପୀଡାକୁ ବିଡିଏ ପାହାର : ନନ୍ଦନକାନନ ସମୁଖରୁ ଶହେ ଦୋକାନ ଉଚ୍ଛେଦ